ଗାଁରେ ବିଜେଡି ଗଢିଥିବା ମହିଳା ଭୋଟ ବ୍ୟାଙ୍କ ଉପରେ ବିଜେପିର ବଡ ଆଖି। ଗାଁ ଗାଁରେ ବିଜେପି ମହିଳା ବିଲ ନେଇ ପ୍ରଚାର କରିବାକୁ କରିଛି ବଡ ଯୋଜନା। ଓଡ଼ିଶାର ୫୦ ହଜାର ଗାଁରେ ଛୋଟ ଛୋଟ ସଭା କରି କ୍ୟାମ୍ପେନ ମୁଡରେ ପ୍ରଚାର କରିବ। ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ କାର୍ଡକୁ କଡ଼ା ଜବାବ ଦେବ ବିଜେପି ।