କଡ଼ା କାଉଣ୍ଟର କଲେ, ହେଲେ କହିଲେନି ଶ୍ରଦ୍ଧା କିଏ ? | Odisha Reporter
Advertisment
ବିଜେପି ସାଂସଦ ବସନ୍ତ ପଣ୍ଡା ଶ୍ରଦ୍ଧା କିଏ ବୋଲି ପ୍ରଶ୍ନ ପଚାରିବାର ୨୪ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। ହେଲେ ବିଜେଡି କ୍ୟାମ୍ପରୁ ଏ ଯାଏଁ ସନ୍ତୋଷଜନକ ଉତ୍ତରଟିଏ ଆସିଲାନି। କିଏ ସେହି ଶ୍ରଦ୍ଧା, ଯାହାଙ୍କୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ କୌତୁହଳ। ଗତକାଲି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପଚାରିଥିଲେ ଶ୍ରଦ୍ଧା କିଏ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us