ଝାରଖଣ୍ଡ ପାଇଁ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କଲା ବିଜେପି: ୬୮ଟି ଆସନରେ ଦେବ ପ୍ରାର୍ଥୀ

ବିଜେପି ଏକାକୀ ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ବାକି ୧୩ଟି ଆସନ ସହଯୋଗୀ ଆଜସୁ ପାର୍ଟି, ଜେଡିୟୁ ଓ ଏଲଜେପି(ରାମ ବିଲାଶ) ପାଇଁ ୧୩ଟି ଆସନ ଛାଡ଼ିଛି।

BJP

representational image

Hemant Lenka
  • Published: Friday, 18 October 2024
  • Updated: 18 October 2024, 06:02 PM IST

Sports

Latest News

ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ସିଟି ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କରିଛି। ଏକାଧିକ ଦଳ ସହ ମେଣ୍ଟ କରି ବିଜେପି ଝାରଖଣ୍ଡରେ ନିର୍ବାଚନ ଲଢ଼ିବ। ଦଳ ଏକାକୀ ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ବାକି ୧୩ଟି ଆସନ ସହଯୋଗୀ ଆଜସୁ ପାର୍ଟି, ଜେଡିୟୁ ଓ ଏଲଜେପି(ରାମ ବିଲାସ) ପାଇଁ ଛାଡ଼ିଛି।

ଏନଡିଏରେ ଥିବାର ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା(ହାମ) ମଧ୍ୟ ବିଜେପି ଠାରୁ ସିଟ ଚାହୁଁଥିଲା। କିନ୍ତୁ ଦଳକୁ ଝାରଖଣ୍ଡ ମେଣ୍ଟରୁ ବାଦ ଦିଆଯାଇଛି। ସେହିପରି ବାକି ରହିଥିବା ୧୩ଟି ଆସନରୁ ଏକାକୀ ଆଜସୁ ୧୦ ସ୍ଥାନରେ ପ୍ରାର୍ଥୀ ଦେବ। ବାକି ୩ଟି ଆସନରୁ ଜେଡିୟୁ ୨ଟି ଓ ଏଲଜେପି ଗୋଟିଏ ଆସନରେ ଲଢ଼ିବ।

Also Read

ଝାରଖଣ୍ଡ ନିର୍ବାଚନ ଦାୟିତ୍ୱରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, “ଆଜି ଆମ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିନ। ଆମେ ଆଜି ସିଟ ଶେୟାରିଂ ଫର୍ମୁଲାକୁ ଆମ ଭିତରେ ଚୂଡ଼ାନ୍ତ କରିଛୁ। ଆସନ୍ତା ଦୁଇ ଦିନ ମଧ୍ୟରେ ଆମର କେନ୍ଦ୍ରୀୟ ନେତୃବୃନ୍ଦ ଝାରଖଣ୍ଡ ସହ ମହାରାଷ୍ଟ୍ର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବେ।”

ସିଟ ଶେୟାରିଂ ସମ୍ପର୍କରେ ଘୋଷଣା କରାଯିବା ବେଳେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆଜସୁ ପାର୍ଟି ମୁଖ୍ୟ ସୁଦେଶ ମହତୋ ଓ ବଜେପିର ରାଜ୍ୟସଭା ପତି ବାବୁଲାଲ ମାରାଣ୍ଡି ଉପସ୍ଥିତ ରହିଥିଲେ। ରାଞ୍ଚିରେ ଥିବା ବିଜେପି କାର୍ଯ୍ୟାଳୟରେ ଏପରି ଘୋଷଣା କରାଯାଇଛି।

ବିଜେପି ପକ୍ଷରୁ ଆହୁରି କୁହାଯାଇଛି ଯେ ଦରକାର ପଡ଼ିଲେ ଶେଷ ମୁହୂର୍ତ୍ତରେ ସିଟ ଆବଣ୍ଟନରେ ସ୍ଥିତିକୁ ଦେଖି ପରିବର୍ତ୍ତନ କରାଯିବ। ଜେଏମଏମ ଓ କଂଗ୍ରେସ କେଉଁ ଭଳି ପ୍ରାର୍ଥୀ ଦେଉଛନ୍ତି, ତା’କୁ ଦୃଷ୍ଟିରେ ରଖି ପରିବର୍ତ୍ତନ କରାଯିବ ବୋଲି ବିଶ୍ୱଶର୍ମା କହିଛନ୍ତି।

୨୦୧୯ ତୁଳନାରେ ବିଜେପି ଏଥର କମ ଆସନରେ ଲଢ଼ିବାକୁ ଯାଉଛି। ବିଜେପି ୨୦୧୯ରେ ୭୯ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨୫ଟିରେ ଜିତିଥିଲା। ଆଜୁସ ପାର୍ଟି ୫୩ଟି ଆସନରେ ପ୍ରାର୍ଥୀ ଦେଇ ୨ଟି ଓ ବାବୁଲା ମାରାଣ୍ଡିଙ୍କ ଜେଭିଏମ-ପି ସ୍ୱାଧୀନ ଭାବେ ୮୧ଟି ଯାକ ଆସନରେ ଲଢ଼ି ୩ଟିରେ ବାଜିମାତ କରିଥିଲା। ତେବେ ଜେଏମଏମ ୩୦ ଓ କଂଗ୍ରେସ ୧୬ଟି ଆସନ ଜିତିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story