Advertisment

ବିଜେପିକୁ ୧୧, ବିଜେଡିକୁ ୯ ଲୋକସଭା ସିଟ୍‌

ନବୀନ ପଟ୍ଟନାୟକଙ୍କ ବିଜେଡିକୁ କଡ଼ା ଟକ୍କର ଦେଇ ବିଜେପି ରାଜ୍ୟର ୨୧ରୁ ୧୧ଟି ଲୋକସଭା ସିଟକୁ ଛଡ଼ାଇ ନେବ ।

Advertisment

ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩ମାସ ବାକିଥିବାବେଳେ ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବେଶ୍ ଶୀର୍ଷରେ ରହିଛି । ଆଉ ନବୀନ ପଟ୍ଟନାୟକଙ୍କ ବିଜେଡିକୁ କଡ଼ା ଟକ୍କର ଦେଇ ବିଜେପି ରାଜ୍ୟର ୨୧ରୁ ୧୧ଟି ଲୋକସଭା ସିଟକୁ ଛଡ଼ାଇ ନେବ । ଏଥିରେ ସ୍ଥାନୀୟ ସମୀକରଣ କିମ୍ବା ସାଂସଦ ପ୍ରାର୍ଥୀଙ୍କ ଭୂମିକା ନୁହେଁ ବରଂ କେବଳ ମୋଦିଙ୍କ ଲହର ହିଁ ବିଜେପିକୁ ଏହି ସଫଳତା ଦେବ । ଟାଇମ୍ସନାଓ ପକ୍ଷରୁ ଯେଉଁ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି ସେଥିରୁ ଏହା ଜଣାପଡ଼ିଛି।  

Advertisment
Odisha BjD Bjp Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe