ଓଡ଼ିଶାରେ ମୋଦି ଲହର: ବିଜେପିକୁ ୧୧, ବିଜେଡିକୁ ୯ ଲୋକସଭା ସିଟ୍‌

ଟାଇମ୍ସନାଓ ସର୍ଭେ ରିପୋର୍ଟ ଅନୁସାରେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୧୧ଟି, ବିଜେଡିକୁ ୯ଟି ଓ କଂଗ୍ରେସକୁ ଗୋଟିଏ ସିଟ୍ ମିଳିବ ।

BJP

Representative Image

Ordigital Desk
  • Published: Wednesday, 07 February 2024
  • Updated: 07 February 2024, 10:45 PM IST

Sports

Latest News

 ସାଧାରଣ ନିର୍ବାଚନକୁ ଆଉ ମାତ୍ର ୩ମାସ ବାକିଥିବାବେଳେ ଓଡ଼ିଶାରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବେଶ୍ ଶୀର୍ଷରେ ରହିଛି । ଆଉ ନବୀନ ପଟ୍ଟନାୟକଙ୍କ ବିଜେଡିକୁ କଡ଼ା ଟକ୍କର ଦେଇ ବିଜେପି ରାଜ୍ୟର ୨୧ରୁ ୧୧ଟି ଲୋକସଭା ସିଟକୁ ଛଡ଼ାଇ ନେବ । ଏଥିରେ ସ୍ଥାନୀୟ ସମୀକରଣ କିମ୍ବା ସାଂସଦ ପ୍ରାର୍ଥୀଙ୍କ ଭୂମିକା ନୁହେଁ ବରଂ କେବଳ ମୋଦିଙ୍କ ଲହର ହିଁ ବିଜେପିକୁ ଏହି ସଫଳତା ଦେବ ।  ଟାଇମ୍ସନାଓ ପକ୍ଷରୁ ଆଜି ଯେଉଁ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି ସେଥିରୁ ଏହା ଜଣାପଡ଼ିଛି ।

ଟାଇମ୍ସନାଓ ସର୍ଭେ ରିପୋର୍ଟ ଅନୁସାରେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୧୧ଟି, ବିଜେଡିକୁ ୯ଟି ଓ କଂଗ୍ରେସକୁ ଗୋଟିଏ ସିଟ୍ ମିଳିବ । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ୪୮ପ୍ରତିଶତ ଥିବାବେଳେ ୨୮ପ୍ରତିଶତ ମୋଦି ସରକାରର ଯୋଜନାକୁ ଲୋକେ ପସନ୍ଦ କରୁଛନ୍ତି । ଉଭୟକୁ ମିଶାଇଲେ ଓଡ଼ିଶାରେ ମୋଦିଙ୍କ ପ୍ରତି ୭୬ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି ।

Also Read

ସେହିପରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ମାତ୍ର ୨୪% ଲୋକେ ପୂର୍ଣ୍ଣ ସନ୍ତୁଷ୍ଟ ଅଛନ୍ତି । ୩୧ ପ୍ରତିଶତ ଲୋକେ ନବୀନଙ୍କ  ପ୍ରତି ସ୍ୱଳ୍ପ ପରିମାଣରେ ସନ୍ତୁଷ୍ଟ ଥିବାବେଳେ ୪୩ ପ୍ରତିଶତ ଲୋକେ ଅସନ୍ତୁଷ୍ଟ ଥିବା ସର୍ଭେ ରିପୋର୍ଟ କହିଛି । ଅର୍ଥାତ୍ ନବୀନଙ୍କ କାର୍ଯ୍ୟରେ ୫୫ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି ।

ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିବା ନେଇ ୩୪ପ୍ରତିଶତ ଲୋକେ ବିଶ୍ୱାସ କରୁଥିବାବେଳେ ୪୩ ପ୍ରତିଶତ ଏହାକୁ ଖାରଜ କରିଛନ୍ତି । ସେହିପରି ବିଜେଡି ଓ ବିଜେପି ମଧ୍ୟରେ ସିଟ୍ ବୁଝାମଣା ଚର୍ଚ୍ଚାକୁ ୩୮ପ୍ରତିଶତ ଲୋକେ ହଁ କହୁଥିବାବେଳେ ୪୬ ପ୍ରତିଶତ ଲୋକେ ନାଁ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଟାଇମ୍ସନାଓ ପକ୍ଷରୁ ଏହି ସର୍ଭେ ଜାନୁୟାରୀ ୧୮ରୁ ଫେବୃୟାରୀ ୬ତାରିଖ ମଧ୍ୟରେ କରାଯାଇଥିଲା ।

ସୂଚନାଯୋଗ୍ୟ, ଏବେ ଓଡ଼ିଶାରୁ ଲୋକସଭାରେ ବିଜେଡିର ସାଂସଦ ସଂଖ୍ୟା ୧୨ ଓ ବିଜେପିର ୮ ସାଂସଦ ଥିବାବେଳେ କଂଗ୍ରେସର ଜଣେ ସାଂସଦ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story