Exit Poll: ଓଡ଼ିଶାରେ ବିଜେପି ଜିତିବ ୧୫ରୁ୧୭ଟି ଲୋକସଭା ଆସନ

ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେପି ୧୫ ରୁ୧୭ଟି ଜିତିବ।

Modi and Naveen

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Jitendra Garnayak
  • Published: Saturday, 01 June 2024
  • Updated: 01 June 2024, 09:54 PM IST

Sports

Latest News

ଦେଶରେ ଆଜି ଶେଷ ହୋଇଛି ନିର୍ବାଚନ। ଆଉ ତା’ ସହିତ ସାମ୍ନାକୁ ଆସିଛି ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥାର ଏକଜିଟ ପୋଲ ତଥ୍ୟ। ଏହି କ୍ରମରେ ଓଡ଼ିଶା ଲୋକସଭା ନିର୍ବାଚନକୁ ନେଇ ହୋଇଥିବା ଏକଜିଟ ପୋଲ ରିପୋର୍ଟ ଆସିଛି। ସମସ୍ତଙ୍କ ରିପୋର୍ଟରେ ବିଜେପିକୁ ମିଳିଛି ଅଧିକ ଆସନ। ରାଜ୍ୟରେ ଏଥର ବିଜେପି ୧୫ ବା ତା’ଠାରୁ ଅଧିକ ଆସନ ହାତେଇବ ବୋଲି ବିଭିନ୍ନ ସଂସ୍ଥାର ଏକଜିଟ ପୋଲ ତଥ୍ୟରୁ ଜଣାପଡ଼ିଛି। 

ଇଣ୍ଡିଆ ଟିଭିର ଏକଜିଟ ପୋଲ୍ ତଥ୍ୟ କହୁଛି ରାଜ୍ୟରେ ବାଜି ମାରିବ ବିଜେପି। ଏହାର ଆକଳନ ଅନୁଯାୟୀ ରାଜ୍ୟର ୨୧ଟି ଲୋକସଭା ଆସନରୁ ବିଜେପି ୧୫ ରୁ୧୭ଟି ଜିତିବ। ବିଜେଡିକୁ ମିଳିବ ମାତ୍ର ୪ରୁ ୬ଟି ଆସନ। ସେହିପରି କଂଗ୍ରେସକୁ ୦-୧ ଆସନ ମିଳିବ।  

‘ଜନ୍‌ କି ବାତ୍‌’ର ଏକଜିଟ ପୋଲର ତଥ୍ୟ ମଧ୍ୟ ବିଜେପି ସପକ୍ଷରେ ଯାଇଛି। ଏହାର ଆକଳନ ଅନୁଯାୟୀ, ବିଜେପି ରାଜ୍ୟରେ ୧୫-୧୮ଟି ଲୋକସଭା ଆସନ ଜିତିବ। ବିଜେଡି ୩ରୁ ୭ଟି ଆସନ ଜିତିବ। ଗତ ଥର ଗୋଟିଏ ଆସନ ଜିତିଥିବା କଂଗ୍ରେସର ହାତ ଖାଲି ରହିପାରେ।

ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକଜିଟ ପୋଲ କହୁଛି ବିଜେପି ରାଜ୍ୟରେ ୧୬ଟି ଲୋକସଭା ଆସନରେ ବିଜୟୀ ହେବ। ବିଜେଡିକୁ ୪ଟି ଆସନ ମିଳିବ। ୨୦୧୯ ଭଳି କଂଗ୍ରେସକୁ ଏଥର ମଧ୍ୟ ଗୋଟିଏ ଆସନ ମିଳିବ। 

Also Read

‘ଇଣ୍ଡିଆ ନ୍ୟୁଜ୍‌’ର ଏକଜିଟ ପୋଲ ଅନୁଯାୟୀ ରାଜ୍ୟରେ ୨୧ଟି ଲୋକସଭା ଆସନରୁ ବିଜେପି ୧୩ଟିରେ ବିଜୟୀ ହେବ। ବିଜେଡିକୁ ୮ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ବି ଆସନରେ ଜିତିବ ନାହିଁ। 

MATRIZର ଏକଜିଟ ପୋଲ ରିପୋର୍ଟରେ ଟିକେ ଅଲଗା ତଥ୍ୟ ରହିଛି। ଏହାର ଆକଳନ କହୁଛି ବିଜେପି ୯ରୁ୧୨ଟି ଆସନ ଜିତିବ। ବିଜେଡି ହାତକୁ ୭ରୁ୧୦ଟି ଆସନ ଯିବ। କଂଗ୍ରେସ ଗୋଟିଏ ଆସନ ଜିତିପାରେ। 

ସି-ଭୋଟରର ସର୍ଭେ ଅନୁସାରେ ବିଜେପି ୧୭ରୁ ୧୯ଟି ଆସନ ଜିତିବ। ବିଜେଡିକୁ ମାତ୍ର ଗୋଟିଏରୁ ୩ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ଆସନ ପାଇପାରେ। 

India Today-Axis My Indiaର ଏକଜିଟ ପୋଲ କହୁଛି ଏଥର ବିଜେପି ରାଜ୍ୟରେ ୧୮-୨୦ଟି ଆସନ ଜିତିବ। ବିଜେପି ୦ରୁ୨ଟି ଆସନ ଜିତିବ। କଂଗ୍ରେସ ୦-୧ରୁ ଆସନ ପାଇପାରେ।  

ସେହିପରି ଏନ୍‌ଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ବିଜେପି ୧୫ଟି ଲୋକସଭା ଆସନରେ ବିଜୟୀ ହେବ। ବିଜେଡି ୩ରୁ୮ଟି ଆସନ ପାଇପାରେ। ଏଥିରେ ଉଲ୍ଲେଖ କରାଯାଇଛି ଯେ- ଏକଜିଟ ପୋଲ ଗୁଡ଼ିକର ତଥ୍ୟ କହୁଛି ଯେ ଓଡ଼ିଶାରେ ବିଜେପି ଅତିକମ୍‌ରେ ୧୫ଟି ଆସନରେ ବିଜୟୀ ହେବ।   

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ୨୧ଟି ଲୋକସଭା ଆସନରୁ ବିଜେଡି ୧୨ଟି ଜିତିଥିବା ବେଳେ ବିଜେପି ୮ ଓ କଂଗ୍ରେସ ଗୋଟିଏ ଆସନ ପାଇଥିଲେ। ୨୦୧୪ରେ ବିଜେଡି ୨୧ଟିରୁ ୨୦ଟି ଲୋକସଭା ଆସନ ଜିତିଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story