Advertisment

ମହାକାଳପଡାରେ ବୈଜୟନ୍ତଙ୍କ ବିଶାଳ ରୋଡ଼ ଶୋ’

କେନ୍ଦ୍ରାପଡ଼ାର ବିଜେପି ସାସଂଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ମହାକାଳପଡା ବିଧାୟକ ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରିଛନ୍ତି।

author-image
Manoj Swain

ଜମୁଛି ନିର୍ବାଚନୀ ପ୍ରଚାର । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡାରେ ବିଜେପିର ରୋଡ୍ ଶୋ। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ବିଜେପି ସାସଂଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଲିଛି ଜୋରଦାର ପ୍ରଚାର। ଏହି ରାଲିରେ ମହାକାଳପଡାର ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକଙ୍କ ସହ ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ମୋଟର ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।

Advertisment
Odisha Bjp Kendrapada Baijayant Panda