‘୨ ଜଣ ହେଲିକପ୍ଟରରେ ବୁଲିଲେ ସରକାର ହେବନି’ | BJP VP Baijayant Panda Slams BJD Govt | Odisha Reporter
Advertisment
ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କହିଲେ, ୨ ଜଣ ହେଲିକପ୍ଟରରେ ବୁଲିଲେ ସରକାର ହେବନି। ୨ଟି ଲୋକ ନେଇ ବିଜେଡି ସରକାର କରିପାରିବେନି। ସରକାର କରିବା ପାଇଁ ୧୪୭ ଜଣଙ୍କ ସମର୍ଥନ ଦରକାର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us