ଦେଖା ଯାଉନାହାଁନ୍ତି ଧ୍ରୁତରାଷ୍ଟ୍ର,ଏଥର ନୂଆ ସରକାର | Baijayant Panda Targets To Odisha Government।
Advertisment
ବୈଜୟନ୍ତଙ୍କ ନିଶାନାରେ ରାଜ୍ୟ ସରକାର । ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା। ଏଠି ଆମ ପ୍ରଦେଶର ଧ୍ରୁତରାଷ୍ଟ୍ର ଦେଖା ଦେଉନାହାଁନ୍ତି। ତାଙ୍କ କର୍ମଚାରୀମାନେ ଏଠାରେ କରୁଛନ୍ତି ଅନ୍ୟାୟ ଅତ୍ୟାଚାର । ରାଜ୍ୟରେ ଚାଲିଥିବା ଅଫିସରରାଜକୁ ସିଧା ସଳଖ ନିଶାନା କରିଛନ୍ତି ବୈଜୟନ୍ତ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us