୨୦୨୪ରେ ଓଡ଼ିଶାରେ ବିଜେପି ଗଢ଼ିବ ସରକାର: ମନମୋହନ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ଗତକାଲି ପ୍ରକାଶ ପାଇଥିବା ୪ ରାଜ୍ୟର ନିର୍ବାଚନ ଫଳାଫଳ ଭାରତୀୟ ରାଜନୀତିକୁ ଗୋଟିଏ ନୂଆ ମୋଡ଼ ଦେଇଛି ।

Manmohan Samal

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ(ଫାଇଲ ଫଟୋ)

Ordigital Desk
  • Published: Monday, 04 December 2023
  • Updated: 04 December 2023, 10:29 PM IST

Sports

Latest News

୪ଟି ରାଜ୍ୟର ନିର୍ବାଚନୀ ଫଳାଫଳକୁ ନେଇ ପୁରା ଜୋସରେ ଥିବା ରାଜ୍ୟ ବିଜେପି ୨୦୨୪ ମସିହାରେ ଓଡ଼ିଶାରେ ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ବାଢ଼ିଛି । ୨୦୨୪ ସାଧାରଣ ନିର୍ବାଚନ ନିଶ୍ଚିତ ଭାବେ ଓଡ଼ିଶା ରାଜନୀତିର ‘ୟୁ-ଟର୍ଣ୍ଣ’ ନେବ ବୋଲି ବିଜେପି କହିଛି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ଗତକାଲି ପ୍ରକାଶ ପାଇଥିବା ୪ ରାଜ୍ୟର ନିର୍ବାଚନ ଫଳାଫଳ ଭାରତୀୟ ରାଜନୀତିକୁ ଗୋଟିଏ ନୂଆ ମୋଡ଼ ଦେଇଛି । ପ୍ରଚାରସର୍ବସ୍ୱ, ଘୋଷଣା ସର୍ବସ୍ୱ ଏବଂ ପ୍ରତାରଣା କଲେ ଭୋଟ ପାଇବେ ନାହିଁ ଏବଂ ଲୋକଙ୍କ ଦ୍ୱାରା ପ୍ରତ୍ୟାଖାନ ହେବେ । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରର କୌଣସି ସ୍ଥାନ ନାହିଁ । ସାଧାରଣ ଗରିବ ଲୋକଙ୍କ ପାଇଁ ଆସୁଥିବା ଟଙ୍କା ତଥା ଅନୁଦାନକୁ ଲୁଟ୍ କରିବାର ଫଳ କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳକୁ ଭୋଗିବାକୁ ପଡ଼ିଛି । ଓଡିଶାରେ ମଧ୍ୟ ବିଜେଡି ସରକାର ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର, ପ୍ରତାରଣା ସମସ୍ତ ସୀମା ଅତିକ୍ରମ କରିସାରିଛି । ବିଜେଡିର ଶାସନ ବ୍ୟବସ୍ଥାକୁ ନେଇ ରାଜ୍ୟବାସୀଙ୍କ ମନରେ କ୍ରୋଧ ରହିଛି ।

Also Read

ରାଜ୍ୟବାସୀଙ୍କ ଆସ୍ଥା ଓ ଆଶୀର୍ବାଦ ବିଜେପି ପ୍ରତି ରହିଛି । ଆଗାମୀ ସାଧାରଣ ନିର୍ବାଚନରେ ଜୋରଦାର ଲଢେଇ ହେବ । ଆଖି, କାନ, ନାକ ନଥିବା ରାଜ୍ୟ ସରକାରକୁ ଦୃଢ ଜବାବ୍ ଦିଆଯିବ । ନିର୍ବାଚନ ଫଳାଫଳ ଏକପାଖିଆ ହେବ ଓ ବିଜେପି ଓଡ଼ିଶାରେ ସେ କହିଛନ୍ତି ଯେ, ୨୩ ବର୍ଷର ବିଜେଡି ଶାସନରେ ରାଜ୍ୟରେ ମହିଳା ବ୍ୟଭିଚାର ଶିଖର ଛୁଇଁଲାଣି । ଦେଢ଼କୋଟି ଓଡ଼ିଆ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି । ଜଳସେଚନ ବ୍ୟବସ୍ଥା ନାହିଁ, ଶୀତଳଭଣ୍ଡାର ନାହିଁ, ଗରିବ ଲୋକଟି ଛାତଘରଟି ପାଇବାରୁ ବଂଚିତ ରହୁଛି । ଅନ୍ୟପଟେ ଉତ୍ତରାଧିକାରୀ ବାଛିବାରେ ଉଡ଼ାଜାହାଜ ବୁଲିବାରେ ୩୦୦ କୋଟି ଟଙ୍କା, ଲୋକଙ୍କୁ ବୋହିବାରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଓଡ଼ିଶା ଓ ଓଡ଼ିଆଙ୍କ ଅସ୍ମିତା, ସଂସ୍କୃତି ଓ ଭାବାବେଗ ସହ ଖେଳ ଖେଳାଯାଉଛି । ଜଗନ୍ନାଥ ସଂସ୍କୃତି ପ୍ରତି ଧ୍ୟାନ ନାହିଁ କି, ରତ୍ନଭଣ୍ଡାର ଖୋଲୁନାହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶକୁ ବାରମ୍ବାର ବେଖାତିର କରାଯାଉଛି । ଶାସନ ବ୍ୟବସ୍ଥାର ଏଭଳି ଆଭିମୁଖ୍ୟକୁ ନେଇ ଜନସାଧାରଣ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧା ଜନଜାଗରଣ ସୃଷ୍ଟି ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।

ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସବୁଠୁ ଅଧିକ । ମହିଳା, ଯୁବ, କୃଷକ ଓ ଗରିବ ଜାତିର ବିକାଶରେ ଦେଶର ବିକାଶ । ତୁଷ୍ଟିକରଣ ରାଜନୀତିରୁ ବହୁ ଦୂରରେ ବିଜେପି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଗ୍ୟାରେଂଟି ପ୍ରତି ଦେଶବାସୀଙ୍କ ଅତୁଟ ଭରଷା ଓ ବିଶ୍ୱାସ ରହିଛି । ୨୦୨୪ରେ ଓଡ଼ିଶାରେ "ମୋଦି ଗ୍ୟାରେଂଟି’ର ସୁଫଳ ନିଶ୍ଚିତ ଭାବେ ପ୍ରତିଫଳିତ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ମୁଖପାତ୍ର ଠାକୁର ରଞ୍ଜିତ ଦାସ ଓ ମନୋଜ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story