Advertisment

ବିଜେଡିର ଅଙ୍କ ବିଗାଡ଼ିବ କି ଦକ୍ଷିଣରେ ପ୍ରବଳ ଭୋଟିଂ ?

ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସମସ୍ତ ୪ଟି ଲୋକସଭା ଜିତିବା ସହ ୨୮ ବିଧାନସଭା ଆସନରୁ ୧୮ଟି ଜିତିବା ନେଇ ବିଜେପି ଦମ୍ଭୋକ୍ତି କରିଛି।

author-image
Manoj Swain

ରାଜ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ। ଜୋର ଧରିଲା ରାଜନୈତିକ ବୟାନବାଜି। ବିଜେପି, ବିଜେଡି ଓ କଂଗ୍ରେସ। କିଏ କେତେ ସିଟରେ ବିଜୟୀ ହେବ ସେ ସଂଖ୍ୟା ଏବେଠାରୁ କହି ବୁଲିଲେଣି ଏହି ତିନି ପ୍ରମୁଖ ଦଳ। ବ୍ରହ୍ମପୁର, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ। ଏହି ୪ ସଂସଦୀୟ କ୍ଷେତ୍ରର ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଛି। ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଦଳ ସମସ୍ତ ୪ଟି ଲୋକସଭା ସହ ୨୮ ବିଧାନସଭା ଆସନରୁ ୧୮ଟି ବିଧାନସଭା ସିଟରେ ବିଜୟୀ ହେବ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp BjD Odisha 2024 General Election Congress