ନିର୍ବାଚନ କମିଶନ କଲେ ଘୋଷଣା: ବିଜେପିର ୯ ପ୍ରାର୍ଥୀ ବିଜୟୀ, ୭୧ ଆଗୁଆ

ନିର୍ବାଚନ କମିଶନ ଯେଉଁ ୯ଟି ବିଧାନସଭା ଆସନରେ  ବିଜେପି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଛନ୍ତି ସେଥିରେ ଭଟଲି ଆସନରୁ ଇରାଶିଷ ଆଚାର୍ଯ୍ୟ ୨୭୮୯୨ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସେ ବିଜେଡିର ସୁଶାନ୍ତ ସିଂଙ୍କୁ ପରାଜିତ କରିଛନ୍ତି ।

Irasis Ray

ବିଜେପି ନେତା ଇରାଶିଷ ଆଚାର୍ଯ୍ୟ

Ordigital Desk
  • Published: Tuesday, 04 June 2024
  • Updated: 04 June 2024, 05:57 PM IST

Sports

Latest News

ରାଜ୍ୟରେ ନିର୍ବାଚନୀ ଫଳାଫଳରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହୋଇଛି । ବିଜେପିକୁ ବିଧାନସଭାରେ ପ୍ରାୟ ୮୦ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ବିଜେଡି ୪୯, କଂଗ୍ରେସ ୧୪, ସ୍ୱାଧୀନ ୩ ଓ ସିପିଏମ୍ ଗୋଟିଏ ଆସନରେ ବିଜୟୀ ହେବେ ବୋଲି ନିର୍ବାଚନୀ ଫଳାଫଳ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ଏହି ଟ୍ରେଣ୍ଡ ସନ୍ଧ୍ୟା ୫ଟା ୪୫ମିନିଟ୍ ସୁଦ୍ଧା ରହିଛି ।

ତେବେ ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ, ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ବିଧାନସଭାରେ ବିଜେପି ୮ଟି ଆସନରେ ବିଜୟୀ ହୋଇଛି । ଆଉ ୭୧ଟି ଆସନରେ ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେହିପରି ବିଜେଡି ଗୋଟିଏ ଆସନରେ ବିଜୟୀ ହୋଇଛି ଓ ଦଳର ପ୍ରାର୍ଥୀ ୪୮ଟି ଆସନରେ ଆଗୁଆ ରହିଛନ୍ତି । କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି ଓ ୧୩ଟି ଆସନରେ ଆଗରେ ରହିଛି । ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଆଗରେ ରହିଛନ୍ତି । ସିପିଏମ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବଣାଇରେ ଆଗରେ ରହିଛନ୍ତି ।

Also Read

ନିର୍ବାଚନ କମିଶନ ଯେଉଁ ୯ଟି ବିଧାନସଭା ଆସନରେ  ବିଜେପି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଛନ୍ତି ସେଥିରେ ଭଟଲି ଆସନରୁ ଇରାଶିଷ ଆଚାର୍ଯ୍ୟ ୨୭୮୯୨ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସେ ବିଜେଡିର ସୁଶାନ୍ତ ସିଂଙ୍କୁ ପରାଜିତ କରିଛନ୍ତି । ବରଗଡ଼ ଆସନରୁ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ୪୭୭୧ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଅତାବିରା ଆସନରେ ନିହାର ରଞ୍ଜନ ମହାନନ୍ଦ ୨୮୯୧୦ଖଣ୍ଡ, ବ୍ରଜରାଜନଗରରେ ସୁରେଶ ପୂଜାରୀ ୨୬୭୮୯ଖଣ୍ଡ ଭୋଟ, ଝାରସୁଗୁଡ଼ାରେ ଟଙ୍କଧର ତ୍ରିପାଠୀ ୧୩୩୩ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେହିପରି ରଘୁନାଥପାଲ୍ଲୀରେ ଦୁର୍ଗାଚରଣ ତନ୍ତୀ ୫୭୭୪ଖଣ୍ଡ, କୁଚିଣ୍ଡାରେ ରବିନାରାୟଣ ନାଏକ ୩୨୨୨୦ଖଣ୍ଡ, ଉମରକୋଟରେ ନିତ୍ୟାନନ୍ଦ ଗଣ୍ଡ ୧୦୩୭୩ଖଣ୍ଡ ଓ ଚିଲିକିାରେ ପୃଥ୍ୱୀରାଜ ହରିଚନ୍ଦନ ୪୫୬୬ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ସେହିପରି ବିଜେଡିର ଶାରଦା ପ୍ରସାଦ ନାୟକ ରାଉରକେଲାରୁ ୩୫୫୨ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଦଳର ୪୮ଜଣ ପ୍ରାର୍ଥୀ ବିଭିନ୍ନ ଆସନରେ ଆଗରେ ରହିଛନ୍ତି ।

ସେହିପରି କଂଗ୍ରେସର ମଙ୍ଗୁ ଖିଲ ଚିତ୍ରକୋଣ୍ଡା ଆସନରୁ ୯୧୫୯ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । କଂଗ୍ରେସ ଅନ୍ୟ ୧୩ଟି ଆସନରେ ଆଗରେ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story