ବିଏମସି ଆଗରେ ଅଳିଆ ଗଦାଇଲା ବିଜେପି

ବିଏମସି ଆଗରେ ଅଳିଆ ଢାଳି ପ୍ରତିବାଦ କଲା ବିଜେପି । ରାଜଧାନୀର ଅଳିଆ ସମସ୍ୟାର ସମାଧାନ ଦାବିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ଏଭଳି ନିଆରା ପ୍ରତିବାଦ କରିଥିଲା ।

Manoj Swain
  • Published: Tuesday, 14 November 2023
  • Updated: 14 November 2023, 05:05 PM IST

Sports

Latest News

ବିଏମସି ଆଗରେ ଅଳିଆ ଢାଳି ପ୍ରତିବାଦ କଲା ବିଜେପି । ରାଜଧାନୀର ଅଳିଆ ସମସ୍ୟାର ସମାଧାନ ଦାବିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ଏଭଳି ନିଆରା ପ୍ରତିବାଦ କରିଥିଲା । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ପ୍ରତିବାଦ ଶୋଭାଯାତ୍ରା ବାହାରି ବିଏମସି କାର୍ଯ୍ୟାଳୟ ଯାଏଁ ଯାଇଥିଲା । ସେଠାରେ ବିଏମସି ଅଫିସ ଆଗରେ ଅଳିଆ ଢାଳି ପ୍ରତିବାଦ କରିଥିଲା ଦଳ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos