ବିଏମସି ଆଗରେ ଅଳିଆ ଗଦାଇଲା ବିଜେପି | BJP Protest: Garbage Piled in Front of BMC Office | Odisha Reporter
Advertisment
ବିଏମସି ଆଗରେ ଅଳିଆ ଢାଳି ପ୍ରତିବାଦ କଲା ବିଜେପି । ରାଜଧାନୀର ଅଳିଆ ସମସ୍ୟାର ସମାଧାନ ଦାବିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ଏଭଳି ନିଆରା ପ୍ରତିବାଦ କରିଥିଲା । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ପ୍ରତିବାଦ ଶୋଭାଯାତ୍ରା ବାହାରି ବିଏମସି କାର୍ଯ୍ୟାଳୟ ଯାଏଁ ଯାଇଥିଲା । ସେଠାରେ ବିଏମସି ଅଫିସ ଆଗରେ ଅଳିଆ ଢାଳି ପ୍ରତିବାଦ କରିଥିଲା ଦଳ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us