ପିଙ୍କିଙ୍କ ପ୍ରାର୍ଥିତ୍ୱକୁ ନେଇ ଅସନ୍ତୋଷ; ଉତ୍ତମ ଦେଲେ ଏମିତି ଚେତାବନୀ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଆସନ୍ତା ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ଏହା ପୂର୍ବରୁ ପ୍ରାର୍ଥୀ ଚୟନକୁ ନେଇ ସବୁ ଦଳରେ ବିଦ୍ରୋହ ଦେଖାଦେଇଛି। କେଉଁଠି ଆଶାୟୀ ପ୍ରାର୍ଥୀମାନେ ଟିକେଟ୍‌ ନ ପାଇ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କର ସମର୍ଥକ ମାନେ ଭଙ୍ଗାରୁଜା ଓ ପୋଡ଼ାଜଳା କଲେଣି ତ ଆଉ କେଉଁଠି ଦଳ ଭିତରେ କନ୍ଦଳ ସୃଷ୍ଟି ହେଲାଣି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବି ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି। […]

uttam

uttam

Rajalaxmi Sahu
  • Published: Sunday, 24 March 2019
  • Updated: 24 March 2019, 09:00 AM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଆସନ୍ତା ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ଏହା ପୂର୍ବରୁ ପ୍ରାର୍ଥୀ ଚୟନକୁ ନେଇ ସବୁ ଦଳରେ ବିଦ୍ରୋହ ଦେଖାଦେଇଛି। କେଉଁଠି ଆଶାୟୀ ପ୍ରାର୍ଥୀମାନେ ଟିକେଟ୍‌ ନ ପାଇ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କର ସମର୍ଥକ ମାନେ ଭଙ୍ଗାରୁଜା ଓ ପୋଡ଼ାଜଳା କଲେଣି ତ ଆଉ କେଉଁଠି ଦଳ ଭିତରେ କନ୍ଦଳ ସୃଷ୍ଟି ହେଲାଣି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବି ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି।

ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଭାବେ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କୁ ଟିକେଟ୍‌ ଦିଆଯିବାକୁ ନେଇ ଅସନ୍ତୋଷ ଦେଖା ଦେଇଛି।  ଏଠାରୁ ବିଜେପି ଟିକେଟ୍ ପାଇବାକୁ ଆଶା ରଖିଥିବା ଇଞ୍ଜିନିୟର ଉତ୍ତମ ପାଣିଗ୍ରାହୀ ଓ ତାଙ୍କ ସମର୍ଥକମାନେ ପିଙ୍କିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି।

ଯଦି ଉତ୍ତମଙ୍କୁ ଟିକେଟ୍‌ ନ ଦିଆଯାଏ ତେବେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡଳ, ଶକ୍ତିକେନ୍ଦ୍ରର ଦାୟିତ୍ୱରେ ଥିବା କର୍ମୀଙ୍କ ସମେତ ୫ହଜାର କର୍ମୀ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଏଥିସହ ଉତ୍ତମ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଗପହଣ୍ଡି ବିଧାନସଭା ଓ ବ୍ରହ୍ମପୁର ଲୋକସଭା ଆସନରୁ ଲଢ଼ିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଉତ୍ତମଙ୍କ କିଛି ସମର୍ଥକ ଭୁବନେଶ୍ୱର ଆସି ବିଜେପି କାର୍ଯ୍ୟାଳୟରେ ମଧ୍ୟ ପ୍ରତିବାଦ କରିଥିଲେ। ଏନେଇ ପିଙ୍କି ପ୍ରଧାନ କିମ୍ବା ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story