ସୁଜାତା କହିଲେ କାହିଁକି ଚୁପ୍ ଥିଲେ | Odisha Reporter
ଯାଜପୁର ଘଟଣାକୁ ନେଇ ଦୁଇ ଦିନର ନିରବତା ପରେ ମୁହଁ ଖୋଲିଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାରେ ବବି ଦାସଙ୍କ ବିରୋଧରେ ଆସିଥିଲା ବଡ଼ ଅଭିଯୋଗ। ତାଙ୍କ ଇସାରାରେ ସବୁ କିଛି ହୋଇଛି ବୋଲି କହିଥିଲେ ବିଧାୟକ ଶ୍ରୀ ସାହୁ। ସେହିପରି ଯାଜପୁରର ବିରଜା ହାଟ ପ୍ରସଙ୍ଗରେ ବି ଚୁପ୍ ରହିଥିଲେ ବିଧାୟିକା ସୁଜାତା ସାହୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
