Advertisment

ବିକାଶ ଦେଖା ନଗଲେ ଅନ୍ଧ

ପୁଲିସ୍ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ମାରିଦେବା ପରେ ଖାଲି ପଡିଥିବା ଝାରସୁଗୁଡ଼ା ଆସନ ପାଇଁ ହେଉଛି ଉପ ନିର୍ବାଚନ। ଏହି ଆସନ ପାଇଁ ବିଜେଡି ନବଙ୍କ ଝିଅ ଦିପାଳୀଙ୍କୁ ପ୍ରାର୍ଥୀ କରିଛି। ଦିପାଳୀ ନବୀନ ନିବାସ ଆସି ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କଠାରୁ ବିଜେଡି ଟିକେଟ ନେଇଛନ୍ତି

author-image
Manoj Swain

ପୁଲିସ୍ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ମାରିଦେବା ପରେ ଖାଲି ପଡିଥିବା ଝାରସୁଗୁଡ଼ା ଆସନ ପାଇଁ ହେଉଛି ଉପ ନିର୍ବାଚନ। ଏହି ଆସନ ପାଇଁ ବିଜେଡି ନବଙ୍କ ଝିଅ ଦିପାଳୀଙ୍କୁ ପ୍ରାର୍ଥୀ କରିଛି। ଦିପାଳୀ ନବୀନ ନିବାସ ଆସି ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କଠାରୁ ବିଜେଡି ଟିକେଟ ନେଇଛନ୍ତି। ତେବେ ଏହି ଅବସରରେ ଦିପାଳୀ ଝାରସୁଗୁଡ଼ାରେ କଣ କଣ ବିକାଶ ହେଉଛି ତାହା ଗଣମାଧ୍ୟମ ଆଗରେ ଗଣିଛନ୍ତି।

Advertisment
By-Election Odisha Politics Jharsuguda