Advertisment

ହାତୀ ମାରି କୁଲା ଘୋଡାଉଛି ବିଏମସି !

ହାତୀ ମାରି କୁଲା ଘୋଡାଉଛି ବିଏମସି ! ବିଏମସିର ଅପାରଗତା ଦାଣ୍ଡରେ ପଡି ହାଟରେ ଗଡୁଛି। ନାଁକୁ ମାତ୍ର ଚାଲିଛି ସ୍ୱଚ୍ଛତା ଅଭିଯାନ ହେଲେ ବାବୁଙ୍କର ସେପରି କିଛି ମନୋବୃତ୍ତି ଥିବା ପରି ଲାଗୁନି।

author-image
Manoj Swain

ହାତୀ ମାରି କୁଲା ଘୋଡାଉଛି ବିଏମସି ! ବିଏମସିର ଅପାରଗତା ଦାଣ୍ଡରେ ପଡି ହାଟରେ ଗଡୁଛି। ନାଁକୁ ମାତ୍ର ଚାଲିଛି ସ୍ୱଚ୍ଛତା ଅଭିଯାନ, ହେଲେ ବାବୁଙ୍କର ସେପରି କିଛି ମନୋବୃତ୍ତି ଥିବା ପରି ଲାଗୁନି। ଇନଫୋସିସ ଡିଏଲଏଫ ସାଇବର ସିଟି ସମ୍ମୁଖରେ କିପରି ବେଆଇନ ଡମ୍ପିଂୟାର୍ଡ ହୋଇଥିଲା ତାହା ଆମେ ଦେଖାଇବାର 24 ଘଣ୍ଟା ନପୂରୁଣୁ ପଦକ୍ଷେପ ନିଆଯାଇଛି ।

Advertisment
Odisha Bhubaneswar Bmc