Advertisment

ଭଣ୍ଡେଇ ଦେଲା ବିଏମସି !

ମୁଖ୍ୟମନ୍ତ୍ରୀ ପଟ୍ଟା ଦେଲେ, ବିଏମସି କର୍ମଚାରୀ ଘର ଭାଙ୍ଗିଦେଲେ । ଜାଗା ମିଶନରେ ଭୁବନେଶ୍ୱରରେ ଭୂମି ଅଧିକାର ପ୍ରମାଣ ପତ୍ର ମିଳିଲା । ହେଲେ ସ୍ୱପ୍ନ ସଜାଇବା ପୂର୍ବରୁ ଘର ଉପରେ ବୁଲଡୋଜର ଚଢ଼ିଗଲା ।

author-image
Manoj Swain

ମୁଖ୍ୟମନ୍ତ୍ରୀ ପଟ୍ଟା ଦେଲେ, ବିଏମସି କର୍ମଚାରୀ ଘର ଭାଙ୍ଗିଦେଲେ । ଜାଗା ମିଶନରେ ଭୁବନେଶ୍ୱରରେ ଭୂମି ଅଧିକାର ପ୍ରମାଣ ପତ୍ର ମିଳିଲା । ହେଲେ ସ୍ୱପ୍ନ ସଜାଇବା ପୂର୍ବରୁ ଘର ଉପରେ ବୁଲଡୋଜର ଚଢ଼ିଗଲା । ହିତାଧିକାରୀ କହିଲେ ବିଏମସି କଥା ଦେଇ ଠକିଦେଲା ।

Advertisment
Odisha Bhubaneswar Bmc