ମେୟରଙ୍କ ପାଇଁ ଅଗ୍ନିପରୀକ୍ଷା ! | BMC Mayor Sulochana Das | Bhubaneswar | Odisha Reporter
କଣ ହେବ ମେୟର ସୁଲୋଚନା ଦାସଙ୍କ ଭାଗ୍ୟ ? କର୍ପୋରେଟର ଓ ବିଧାୟକଙ୍କ କଳିରେ ବଳି ପଡ଼ିଯିବେ କି ସୁଲୋଚନା ? ବିରଞ୍ଚି-ଅମରେଶ ଗୋଷ୍ଠୀ ନା ବିଧାୟକ ଗୋଷ୍ଠୀ, କାହାକୁ ଭରସା କରିବେ ସୁଲୋଚନା ? ଦଳ ଭିତରେ ସୁଲୋଚନାଙ୍କ ବିରୋଧରେ ଚାଲିଛି କି କିଛି ଷଡ଼ଯନ୍ତ୍ର ? ଭୁବନେଶ୍ୱର ବିଜେଡି କଳିରେ ଫସିଯାଇ ନାହାନ୍ତି ତ ମେୟର ସୁଲୋଚନା ଦାସ । ପ୍ରଥମେ ସରକାର ବଦଳିଲା, ପରେ ବିଜେଡି କର୍ପୋରେଟର ଭାଗ ଭାଗ ହୋଇଗଲେ। ସ୍ଥିତି ଏମିତି ହେଲାଣି ଯେ, କାମ ଦେଉନି ମେୟରଙ୍କ ବୁଦ୍ଧି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
