ଦଳ ଭିତରେ ମେୟରଙ୍କ ବିରୋଧରେ ଚାଲିଛି କି ଷଡ଼ଯନ୍ତ୍ର ?

  • Published: Sunday, 29 September 2024
  • , Updated: 29 September 2024, 04:10 PM IST

କଣ ହେବ ମେୟର ସୁଲୋଚନା ଦାସଙ୍କ ଭାଗ୍ୟ ? କର୍ପୋରେଟର ଓ ବିଧାୟକଙ୍କ କଳିରେ ବଳି ପଡ଼ିଯିବେ କି ସୁଲୋଚନା ? ବିରଞ୍ଚି-ଅମରେଶ ଗୋଷ୍ଠୀ ନା ବିଧାୟକ ଗୋଷ୍ଠୀ, କାହାକୁ ଭରସା କରିବେ ସୁଲୋଚନା ? ଦଳ ଭିତରେ ସୁଲୋଚନାଙ୍କ ବିରୋଧରେ ଚାଲିଛି କି କିଛି ଷଡ଼ଯନ୍ତ୍ର ? ଭୁବନେଶ୍ୱର ବିଜେଡି କଳିରେ ଫସିଯାଇ ନାହାନ୍ତି ତ ମେୟର ସୁଲୋଚନା ଦାସ । ପ୍ରଥମେ ସରକାର ବଦଳିଲା, ପରେ ବିଜେଡି କର୍ପୋରେଟର ଭାଗ ଭାଗ ହୋଇଗଲେ। ସ୍ଥିତି ଏମିତି ହେଲାଣି ଯେ, କାମ ଦେଉନି ମେୟରଙ୍କ ବୁଦ୍ଧି ।

Related story