ବସ୍ତିରେ ବସବାସ କରୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାସ ଯୋଗାଇବା ଏବଂ ବସ୍ତି ମୁକ୍ତ କରିବାକୁ ସରକାର ଆରମ୍ଭ କରିଥିଲେ ଆଫୋର୍ଡେବଲ୍ ହାଉସିଂ ପ୍ରୋଜେକ୍ଟ। ରାଜଧାନୀର ୮ଟି ସ୍ଥାନରେ ଘର ନିର୍ମାଣ ହେଲା ଓ ଗତ ନିର୍ବାଚନ ପୂର୍ବରୁ ଘର ବଣ୍ଟା ବି ଗଲା। କିନ୍ତୁ ଅଯୋଗ୍ୟ ହିତାଧିକାରୀ ଘର ପାଇଥିବା ନେଇ ବାରମ୍ବାର ଅଭିଯୋଗ ପରେ ଏବେ ଚିହିଁକି ଉଠିଛି ବିଏମସି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିବାଦର ନାଁ ‘ନାଲି ବହି’: ବିଜେପି-କଂଗ୍ରେସ ମୁହାଁମୁହିଁ
ରାଜନୀତିରେ ନାଲି ରଙ୍ଗ ସାଧାରଣତଃ ବାମପନ୍ଥୀ ବିଚାରଧାରା ସହ ଜଡ଼ିତ ରହିଥାଏ। ତେଣୁ ଫଡନାଭିସ ସେହି ଆଧାରରେ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ।
Politics
ପ୍ରସନ୍ନ ଆଚାର୍ଯ୍ୟଙ୍କ ହାତ ଛାଡ଼ିଲେ ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ
ସମ୍ୱଲପୁର ଜିଲ୍ଲାର ବିଜେଡି ଗଡ଼ ଭାବେ ପରିଚିତ ଥିଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ। ୨୦୦୦ ମସିହାରୁ ଏଠାରେ ଲଗାତାର ଭାବେ ବିଜେଡି ଜିତି ଆସୁଛି। ରୋହିତ ପୂଜାରୀ ଏଠାରେ ଦୁଇଟି ଟର୍ମ ଜିତିଥିଲେ।
Politics
ବିଜେଡି ଶୂନ୍ୟ ହେବ ଯାଜପୁର!
ଯେଉଁଠି ୭ ରୁ ୭ ବିଧାୟକ ଓ ଜଣେ ସାଂସଦଙ୍କ ଗାଦି ବିଜେଡି ଅକ୍ତିଆର କରୁଥିଲା, ସେହି ଜିଲ୍ଲାରେ ଏବେ ୪ଟି ବିଧାୟକ ଓ ଏକମାତ୍ର ସାଂସଦ ଗାଦିକୁ ଅକ୍ତିଆର କରିଛି ବିଜେପି।
Politics
ନବୀନଙ୍କୁ ଜବାବ ଦେଲେ କୃଷ୍ଣ ପାତ୍ର; କହିଲେ- କି ତପସ୍ୟା କରୁଥିଲେ
ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ, ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ।
Politics
‘ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ’
ନବୀନଙ୍କ ଅଭିଯୋଗ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଏହା ବିଷାକ୍ତ ଖାଦ୍ୟ ଜନିତ ମୃତ୍ୟୁ ବୋଲି ଡାକ୍ତର କହିସାରିଛନ୍ତି। ତେଣୁ ଏନେଇ ଅଯଥା ରାଜନୀତି କରାନଯାଉ।