କେମିତି ଅଯୋଗ୍ୟ ହାତେଇନେଲେ ଘର ? | Odisha Reporter
Advertisment
ବସ୍ତିରେ ବସବାସ କରୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାସ ଯୋଗାଇବା ଏବଂ ବସ୍ତି ମୁକ୍ତ କରିବାକୁ ସରକାର ଆରମ୍ଭ କରିଥିଲେ ଆଫୋର୍ଡେବଲ୍ ହାଉସିଂ ପ୍ରୋଜେକ୍ଟ। ରାଜଧାନୀର ୮ଟି ସ୍ଥାନରେ ଘର ନିର୍ମାଣ ହେଲା ଓ ଗତ ନିର୍ବାଚନ ପୂର୍ବରୁ ଘର ବଣ୍ଟା ବି ଗଲା। କିନ୍ତୁ ଅଯୋଗ୍ୟ ହିତାଧିକାରୀ ଘର ପାଇଥିବା ନେଇ ବାରମ୍ବାର ଅଭିଯୋଗ ପରେ ଏବେ ଚିହିଁକି ଉଠିଛି ବିଏମସି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us