Advertisment

ରାଫାଲରେ ମାର ଭୁବନେଶ୍ବର ମଶା

ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ସୁନୀତି ମୁଣ୍ଡ ମେୟର ସୁଲୋଚନାଙ୍କୁ ଦେଲେ ଗୋଟିଏ ଜବରଦସ୍ତ ପରାମର୍ଶ ।

author-image
Manoj Swain

ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ସୁନିତି ମୁଣ୍ଡ ମେୟର ସୁଲୋଚନାଙ୍କୁ ଦେଲେ ଗୋଟିଏ ଜବରଦସ୍ତ ପରାମର୍ଶ । ଡ୍ରୋନ ନୁହେଁ ରାଫାଲରେ ମାରି ଦିଅ ଭୁବନେଶ୍ବର ମଶା । ବିଏମସିର ଫାଇନ ଆଦାୟ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ସୁନୀତି ।

Advertisment
Odisha Bhubaneswar Bmc