Advertisment

ବାଣ୍ଟିଦେବା ପରେ ବବି କହିଲେ, ଫାଇନାଲ ହୋଇନି !

ଏଇ ଗତ କିଛି ଦିନ ହେଲା ବିଜେଡି ନେତାମାନେ ବାଣ୍ଟି ଚାଲିଲେଣି ଟିକେଟ୍ । କିଏ ସଭାରେ ଭାଷଣ ଦେଇ ବାଣ୍ଟିଦେଲା ତ ଆଉ କିଏ ବାଇଟ୍ ଦେଇ ଟିକେଟ୍ ନେଇଗଲା ।

ଅଦ୍ୟତନ ହୋଇଛି
Advertisment

ଏଇ ଗତ କିଛି ଦିନ ହେଲା ବିଜେଡି ନେତାମାନେ ବାଣ୍ଟି ଚାଲିଲେଣି ଟିକେଟ୍ । କିଏ ସଭାରେ ଭାଷଣ ଦେଇ ବାଣ୍ଟିଦେଲା ତ ଆଉ କିଏ ବାଇଟ୍ ଦେଇ ଟିକେଟ୍ ନେଇଗଲା । ନେତାଙ୍କ ଏଭଳି ଟିକେଟ୍ ବଣ୍ଟନକୁ ନେଇ ବିଜେଡିରେ ଅସନ୍ତୋଷ ଘନେଇବାରେ ଲାଗିଛି । ଆଉ ଶେଷରେ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁରରେ ଆୟୋଜିତ ଦଳର ଜିଲ୍ଲାସ୍ତରୀୟ ବୈଠକରେ ବାଧ୍ୟ ହୋଇ କହିବାକୁ ପଡିଲା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ ଆଉ କାହାର ଟିକେଟ ଫାଇନାଲ ହୋଇନି ।

Advertisment
Odisha BjD Pranab Prakash Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe