କାହିଁକି ଆସିଥିଲେ ବବି ?

ଶଙ୍ଖ ଭବନରେ ବସି ଏକ ନିର୍ଦ୍ଧିଷ୍ଟ ନିର୍ବାଚନୀ ମଣ୍ଡଳୀରୁ ଆସିଥିବା ନେତାଙ୍କୁ କି ଟିପ୍ସ ଦେଉଥିଲେ ବବି ?

Manoj Swain
  • Published: Tuesday, 27 August 2024
  • Updated: 27 August 2024, 03:33 PM IST

Sports

Latest News

ଶଙ୍ଖ ଭବନରେ ବବି ଦାସଙ୍କୁ ଦେଖି ସବୁଠି ଟୁପୁରୁ ଟାପୁରୁ । ଯେ ପଦବୀ ଚାଲିଗଲା, ନିର୍ବାଚନରେ ଆସନ ବି ପଳାଇଲା । ଦଳର ଦାୟିତ୍ୱ ବି ସୁପ୍ରିମୋ ଛଡାଇନେଲେ । ପ୍ରଭାରୀ ନାହାଁନ୍ତି କି କୌଣସି କମିଟିରେ ବି ନାହାଁନ୍ତି । କିନ୍ତୁ ଶଙ୍ଖ ଭବନରେ ବସି ଏକ ନିର୍ଦ୍ଧିଷ୍ଟ ନିର୍ବାଚନୀ ମଣ୍ଡଳୀରୁ ଆସିଥିବା ନେତାଙ୍କୁ କି ଟିପ୍ସ ଦେଉଛନ୍ତି ? ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos