କାହିଁକି ଆସିଥିଲେ ବବି ? || Bobby Das || BJD Sankha Bhawan || Bhubaneswar || Odisha Reporter
Advertisment
ଶଙ୍ଖ ଭବନରେ ବବି ଦାସଙ୍କୁ ଦେଖି ସବୁଠି ଟୁପୁରୁ ଟାପୁରୁ । ଯେ ପଦବୀ ଚାଲିଗଲା, ନିର୍ବାଚନରେ ଆସନ ବି ପଳାଇଲା । ଦଳର ଦାୟିତ୍ୱ ବି ସୁପ୍ରିମୋ ଛଡାଇନେଲେ । ପ୍ରଭାରୀ ନାହାଁନ୍ତି କି କୌଣସି କମିଟିରେ ବି ନାହାଁନ୍ତି । କିନ୍ତୁ ଶଙ୍ଖ ଭବନରେ ବସି ଏକ ନିର୍ଦ୍ଧିଷ୍ଟ ନିର୍ବାଚନୀ ମଣ୍ଡଳୀରୁ ଆସିଥିବା ନେତାଙ୍କୁ କି ଟିପ୍ସ ଦେଉଛନ୍ତି ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us