ବବିଙ୍କୁ ପାନେ ଚଖେଇଥିଲେ ମମତା, ଚିଠି ଭାଇରାଲ | Odisha Reporter
ମୟୂରଭଞ୍ଜ ବଦଳରେ ଯାଜପୁରରେ ପାଣ୍ଠି ଖର୍ଚ୍ଚ କରିବାକୁ ଚାପ ପକାଯାଉଥିଲା କି ? ମୟୁରଭଞ୍ଜର ବିକାଶ ପାଇଁ ଅଣ୍ଟା ଭିଡିଥିଲେ ତତ୍କାଳୀନ ରାଜ୍ୟସଭା ସାଂସଦ ମମତା ମହାନ୍ତ। କୁଡୁମି ସମ୍ପ୍ରଦାୟ ସମେତ ବିଭିନ୍ନ ଜନଜାତିଙ୍କ ବିକାଶ ପାଇଁ ନିଜ ସାଂସଦ ପାଣ୍ଠି ଖର୍ଚ୍ଚ କରିବାକୁ ଯୋଜନା କରିବା ସହ କେଉଁଠି କେତେ ଟଙ୍କା ବ୍ୟୟ ହେବ ତାର ରୂପରେଖ ପ୍ରସ୍ତୁତ କରିଥିଲେ। ହେଲେ ଏହା କିନ୍ତୁ ବିଜେଡିର ତତ୍କାଳୀନ ସାଙ୍ଗଠନିକ ସମ୍ପାଦକଙ୍କ ଦେହରେ ଗଲାନି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
