Advertisment

ମୟୂରଭଞ୍ଜ ବଦଳରେ ଯାଜପୁରରେ ସାଂସଦ ପାଣ୍ଠିକୁ ଖର୍ଚ୍ଚ କରିବାକୁ ବାଧ୍ୟ କରୁଥିଲେ ବବି !

ସାଂସଦଙ୍କ ପାଣ୍ଠିକୁ ନେଇ ବିଜେଡିରେ ହଙ୍ଗାମା ।

ଅଦ୍ୟତନ ହୋଇଛି
Advertisment

ମୟୂରଭଞ୍ଜ ବଦଳରେ ଯାଜପୁରରେ ପାଣ୍ଠି ଖର୍ଚ୍ଚ କରିବାକୁ ଚାପ ପକାଯାଉଥିଲା କି ? ମୟୁରଭଞ୍ଜର ବିକାଶ ପାଇଁ ଅଣ୍ଟା ଭିଡିଥିଲେ ତତ୍କାଳୀନ ରାଜ୍ୟସଭା ସାଂସଦ ମମତା ମହାନ୍ତ। କୁଡୁମି ସମ୍ପ୍ରଦାୟ ସମେତ ବିଭିନ୍ନ ଜନଜାତିଙ୍କ ବିକାଶ ପାଇଁ ନିଜ ସାଂସଦ ପାଣ୍ଠି ଖର୍ଚ୍ଚ କରିବାକୁ ଯୋଜନା କରିବା ସହ କେଉଁଠି କେତେ ଟଙ୍କା ବ୍ୟୟ ହେବ ତାର ରୂପରେଖ ପ୍ରସ୍ତୁତ କରିଥିଲେ। ହେଲେ ଏହା କିନ୍ତୁ ବିଜେଡିର ତତ୍କାଳୀନ ସାଙ୍ଗଠନିକ ସମ୍ପାଦକଙ୍କ ଦେହରେ ଗଲାନି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe