Advertisment

ସମ୍ବଲପୁରରୁ ଲଢ଼ିବେ, ଯାଜପୁରରେ ପ୍ଲାନିଂ କରିବେ !

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ଚର୍ଚ୍ଚା ହେଉଛି ଯାଜପୁରକୁ ନେଇ କୌଣସି ରିସ୍କ ନେଲେନି ଦଳର ମଙ୍ଗୁଆଳ ?

Advertisment

ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ଚର୍ଚ୍ଚା ହେଉଛି ଯାଜପୁରକୁ ନେଇ କୌଣସି ରିସ୍କ ନେଲେନି ଦଳର ମଙ୍ଗୁଆଳ ? କାହିଁକି ନା, 7 ବିଧାନସଭାରୁ 5ଟି ସ୍ଥାନରେ ରିପିଟ କରିଛି ଦଳ। ଯାଜପୁର ବିଧାନସଭା ଆସନରେ ସୁଜାତା ସାହୁଙ୍କୁ ସାମ୍ନାକୁ ଆଣିଥିବା ବେଳେ ବାକି 5ଟି ସ୍ଥାନରେ ପୁରୁଣା ଚେହେରା ନିର୍ବାଚନ ଲଢ଼ିବେ ବୋଲି ଦଳ ନିଷ୍ପତ୍ତି ନେଇଛି। ତେବେ ଝୁଲି ରହିଲା କୋରେଇ,ବରୀ, ବଡ଼ଚଣା। କୋରେଇ ଆସନରେ ବିଧାୟକ ଅଶୋକ ବଳଙ୍କୁ ରିପିଟ କରିନପାରେ ଦଳ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Pranab Prakash Das Odisha Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe