ଖୁବ ଶୀଘ୍ର ବନ୍ଧା ହେବେ ବବିଙ୍କ ଦୁଇଭାଇ ! | Odisha Reporter
ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଦୁଇ ଭାଇ ଭବ ପ୍ରକାଶ ଦାସ ଓ ବଳଭଦ୍ର ଦାସଙ୍କ ନାଁରେ ଯାଜପୁର ଥାନାରେ ମାମଲା ରୁଜୁ ହୋଇଛି। ଜଣେ ପରିବା ବ୍ୟବସାୟୀଙ୍କୁ ଧମକ ଦେବା, ଟଙ୍କା ନେଇ ଯିବା, ତାଙ୍କ ପରିବାପତ୍ର ନଷ୍ଟ କରିଦେବା ତଥା ମାଡ଼ ମାରିବା ଅଭିଯୋଗରେ ଭବ, ବଳଭଦ୍ର ଓ ସେମାନଙ୍କର ୧୫ ସହଯୋଗୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଯାଜପୁର ଥାନା ବାଲିପଦାର ପରିବା ବ୍ୟବସାୟୀ ମଦନ ନାଏକଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିଛି
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
