Advertisment

ହରଡ଼ ଘଣାରେ ବବିଙ୍କ ଦୁଇ ଭାଇ

ବବିଙ୍କ ଦୁଇ ଭାଇ ଓ ଆହୁରି ୧୫ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା।

Advertisment

ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଦୁଇ ଭାଇ ଭବ ପ୍ରକାଶ ଦାସ ଓ ବଳଭଦ୍ର ଦାସଙ୍କ ନାଁରେ ଯାଜପୁର ଥାନାରେ ମାମଲା ରୁଜୁ ହୋଇଛି। ଜଣେ ପରିବା ବ୍ୟବସାୟୀଙ୍କୁ ଧମକ ଦେବା, ଟଙ୍କା ନେଇ ଯିବା, ତାଙ୍କ ପରିବାପତ୍ର ନଷ୍ଟ କରିଦେବା ତଥା ମାଡ଼ ମାରିବା ଅଭିଯୋଗରେ ଭବ, ବଳଭଦ୍ର ଓ ସେମାନଙ୍କର ୧୫ ସହଯୋଗୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଯାଜପୁର ଥାନା ବାଲିପଦାର ପରିବା ବ୍ୟବସାୟୀ ମଦନ ନାଏକଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିଛି

Advertisment
Pranab Prakash Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe