Advertisment

ଭୋଟ୍ ପାଇଁ ଲାଞ୍ଚ !

ନିର୍ବାଚନ ପାଖେଇ ଆସିଲା ବେଳକୁ ସରକାର ଯୋଜନାର ବର୍ଷା କରୁଛନ୍ତି ।

Advertisment

ଦିନେ ନାହିଁ କି କାଳେ ନାହିଁ ଗହ୍ମା ପୂନେଇରେ ମାଇଁ ମାଇଁ । ଅର୍ଥାତ୍ ନିର୍ବାଚନ ପାଖେଇ ଆସିଲା ବେଳକୁ ସରକାର ଯୋଜନାର ବର୍ଷା କରୁଛନ୍ତି । ଆଶାକର୍ମୀଙ୍କ ଠାରୁ ଆରମ୍ଭ କରି ଏସଏଚଜି ମହିଳା, ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ମମତା । ଯୋଜନା ନାଁରେ ଭୋଟ୍ ହାତେଇବାକୁ ସରକାରଙ୍କର ଏକ ବଡ଼ ଯୋଜନା ବୋଲି ସାଧାରଣ ଲୋକେ କହୁଛନ୍ତି । ଏହାକୁ ନେଇ ଓଡିଶା ରିପୋର୍ଟରର କାର୍ଯ୍ୟକ୍ରମ ସୋସିଆଲ ଡିବେଟ୍‌ରେ ଆଲୋଚନା, ‘ଭୋଟ୍ ପାଇଁ ଲାଞ୍ଚ ! ‘। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Politics Social Debate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe