ବିଆରଏସ୍ ଏମିତି ଫଟାଇବ ନବୀନଙ୍କ ଶଙ୍ଖ ଭୋଟ୍ | Odisha Reporter
Advertisment
ବିଆରଏସର ଫୁଲ ପ୍ଲାନିଂ ହୋଇଗଲା ରେଡି! ଫଟାଇବ ଶଙ୍ଖ ଭୋଟ୍, ଫୋକସରେ ଏବେ ଓଡ଼ିଶା। ଫେବ୍ରୁଆରୀ ସମାବେଶରେ ଭାଗନେବେ ୫ ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସିବେ ଅଖିଳେଶ, ଅରବିନ୍ଦ, ମାନ, ପି. ବିଜୟନ୍ ଓ କେସିଆର। ନବୀନଙ୍କୁ ଘାଇଲା କରିବା ପାଇଁ ପ୍ରସ୍ତୁତ ହେଲା ରଣନୀତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us