Advertisment

ଭଙ୍ଗା ହେବ ଜଗନଙ୍କ 500 କୋଟିର ଆଲିଶାନ କୋଠା !

ରୁଷିକୋଣ୍ଡାହିଲ ପ୍ୟାଲେସ। ଏହି ଘରକୁ ନେଇ ସାରା ଦେଶରେ ଚର୍ଚ୍ଚା । 5 ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ୟାଲେସରେ ରହିଛି ଆଖି ଖୋସି ହୋଇଗଲା ଭଳି ସାଜସଜ୍ଜା। ବାହାରେ ଯେମିତି ଚକାଚକ ଭିତରେ ବି ସେମିତି ମନଲୋଭା ଇଣ୍ଟେରିୟର।

Andhra Pradesh YS Jagan Mohan Reddy Jagan Mohan Reddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe