‘ମୁଁ ଜିତିଲେ 100ଦିନ ଭିତରେ ଚିନିକଳ ଖୋଲିବି’ | Odisha Reporter
ଗତକାଲି ହୋଲି ଖେଳରେ ସାମିଲ ହୋଇଥିଲେ ସମ୍ବିତ ପାତ୍ର। ଦଳୀୟ କର୍ମୀ ଓ ନେତା ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇଥିଲେ। ତେବେ ଏହାରି ଭିତରେ ସମ୍ବିତ ପାତ୍ର କହିଥିଲେ, ମୁଁ ଜିତିଲେ 100ଦିନ ଭିତରେ ଚିନିକଳ ଏଠାରେ ଖୋଲିବି। ତେବେ ସେ ଅଧିକ କଣ କହିଛନ୍ତି ଶୂଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
