Advertisment

ଅଯୋଗ୍ୟଙ୍କୁ କେମିତି ଖୋଜିବ ସୁଭଦ୍ରା ?

ସିଏଜି ରିପୋର୍ଟ ପୂର୍ବତନ ସରକାରଙ୍କ 5ଟିର ପୋଲ ଖୋଲି ଦେଲା।

author-image
Manoj Swain
ଅଦ୍ୟତନ ହୋଇଛି

ସିଏଜି ରିପୋର୍ଟ ପୂର୍ବତନ ସରକାରଙ୍କ 5ଟିର ପୋଲ ଖୋଲି ଦେଲା। ଜାଲିଆତି, ଅନିୟମିତତା ଏତେ ଯେ, 5ଟିରୁ ଗୋଟିଏ ଟି ହୁଗୁଳି ପଳାଇଲା ଭଳି ଲାଗୁଛି। ଏହାରି ଭିତରେ ନୂଆ ସରକାରକୁ ମଧ୍ୟ ଆଇ ମା କାହାଣୀ ନଶୁଣାଇ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ। ତେବେ ଏହା ପଛର ମର୍ମ କଣ ଆସନ୍ତୁ ଦେଖିବା ମନ୍ଥନରେ।

Advertisment
Subhadra Yojana Kalia Yojana Odisha