/odisha-reporter/media/post_attachments/uploadimage/library/16_9/16_9_0/BJP_1713177172.jpg)
BJP
ଆଜି ବିଜେପିରେ ମିଶିଲେ କାର୍ -ଖାନା ମାଲିକାଣୀ ନେହା ପାଣିଗ୍ରାହୀ ଓ ରଶ୍ମିତା ଦାସ। ଏଣିକି କାର-ଖାନାରେ ହେବ ବିଜେପିର ପ୍ରଚାର। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, ବସନ୍ତ ପଣ୍ଡା ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଉଭୟ ପଦ୍ମ ଧରିଛନ୍ତି।
Advertisment
ବିଜେପିରେ ସାମିଲ ହେବା ପରେ ନେହା କହିଛନ୍ତି ତାଙ୍କର ପିଲାଟି ଦିନରୁ ରାଜନୀତି ପ୍ରତି ଦୁର୍ବଳତା ଥିଲା। ତାମଙ୍କ ମା’ ରାଜନିତିରେ ଜଡ଼ିତ ଥିଲେ। କିନ୍ତୁ ସେ କୌଣସି ଦଳରେ ନଥିଲେ। ଆଜି ସେ ତାଙ୍କ ମା’ଙ୍କ ସ୍ୱପ୍ନ ପୁରଣ କରିଛି। ମୋଦିଙ୍କ ନୀତି ଓ ଆଦର୍ଶ ତାଙ୍କୁ ବିଜେପିରେ ସାମିଲ ହେବାକୁ ଅନୁପ୍ରାଣିତ କରିଛି। ଆଗକୁ ସେ ନାରୀ ସଶକ୍ତିକରଣ ଉପରେ କାମ କରିବେ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
