Advertisment

ଆସିଗଲା ନିର୍ବାଚନ ସମୟ, ଏବେ ସବୁ ମାଗଣା ବାଣ୍ଟୁଛନ୍ତି ସାର୍...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଇ ଭଉଣୀମାନେ ! ଏବେ ଆପଣମାନେ ସବୁ ମାଗଣା ମାଗଣା ପାଇବେ। କାରଣ ନିର୍ବାଚନ ସମୟ ଆସିଗଲା। ସରକାର ଘୋଷଣା କରିବେ, ଆପଣ ଅପେ‍କ୍ଷା କରିବେ। ରାଜ୍ୟ ମୁଖିଆ ଆମର ଥାଳରେ ଆକର୍ଷଣୀୟ ଜିନିଷପତ୍ର ଧରି ବୁଲିବେ। ଆପଣମାନେ କେବଳ ଘର ପିଣ୍ଡାରେ ବସି ଦୂରରୁ ଦେଖି ଓ ମିଡିଆରୁ ଶୁଣି ଶୁଣି ଲାଳ ଗଡ଼େଇବେ। ସାଂପ୍ରତିକ ଓଡ଼ିଶା ରାଜନୀତିର ଏହି ଟ୍ରେଣ୍ଡକୁ ନେଇ ‘ଓଡ଼ିଶା ରିପୋର୍ଟର’ର ଆଜିର କାର୍ଟୁନ।

author-image
Amaresh Biswal
ଆସିଗଲା ନିର୍ବାଚନ ସମୟ, ଏବେ ସବୁ ମାଗଣା ବାଣ୍ଟୁଛନ୍ତି ସାର୍...

7

publive-image