Advertisment

ନବୀନ କହୁଛନ୍ତି ଧର୍ମେନ୍ଦ୍ରଙ୍କୁ...

ବିଜେପିକୁ ନବୀନଙ୍କ ସମାଲୋଚନା ନେଇ ରାଜ୍ୟ ରାଜନୀତିରେ ଖୁବ୍ ଚର୍ଚ୍ଚା। ଗତକାଲି ନବୀନ ବିଜେପିକୁ ଏକ ପୁରୁଣା ଓଡ଼ିଆ ଢଗ କହି ହସରେ ଉଡ଼ାଇ ଦେଇଥିଲେ। ସେ କହିଥିଲେ ‘ବିଜେପି ଏକ ଫମ୍ପା ମାଠିଆ, ଯାହାର ଶବଦ ବେଶୀ’। ବୋଧହୁଏ ବିଜେପିକୁ ଏପରି ସିଧାସଳଖ ସମାଲୋଚନା ନବୀନ କେବେ କରିନଥିଲେ। ତେଣୁ ଏହାକୁ ନେଇ ରାଜ୍ୟ ରାଜନୀତିରେ ଖୁବ୍ ଚର୍ଚ୍ଚା ଚାଲିଛି। ଏପରି ସ୍ଥିତିରେ ଏହି ଘଟଣାକୁ ବ୍ୟଙ୍ଗାତ୍ମକ ଦୃଷ୍ଟିରେ ଦେଖିବାକୁ ଚେଷ୍ଟା କରିଛି ‘ଓଡ଼ିଶା ରିପୋର୍ଟର’। […]

author-image
Amaresh Biswal
ଅଦ୍ୟତନ ହୋଇଛି
ନବୀନ କହୁଛନ୍ତି ଧର୍ମେନ୍ଦ୍ରଙ୍କୁ...

7

ବିଜେପିକୁ ନବୀନଙ୍କ ସମାଲୋଚନା ନେଇ ରାଜ୍ୟ ରାଜନୀତିରେ ଖୁବ୍ ଚର୍ଚ୍ଚା। ଗତକାଲି ନବୀନ ବିଜେପିକୁ ଏକ ପୁରୁଣା ଓଡ଼ିଆ ଢଗ କହି ହସରେ ଉଡ଼ାଇ ଦେଇଥିଲେ। ସେ କହିଥିଲେ ‘ବିଜେପି ଏକ ଫମ୍ପା ମାଠିଆ, ଯାହାର ଶବଦ ବେଶୀ’। ବୋଧହୁଏ ବିଜେପିକୁ ଏପରି ସିଧାସଳଖ ସମାଲୋଚନା ନବୀନ କେବେ କରିନଥିଲେ। ତେଣୁ ଏହାକୁ ନେଇ ରାଜ୍ୟ ରାଜନୀତିରେ ଖୁବ୍ ଚର୍ଚ୍ଚା ଚାଲିଛି। ଏପରି ସ୍ଥିତିରେ ଏହି ଘଟଣାକୁ ବ୍ୟଙ୍ଗାତ୍ମକ ଦୃଷ୍ଟିରେ ଦେଖିବାକୁ ଚେଷ୍ଟା କରିଛି ‘ଓଡ଼ିଶା ରିପୋର୍ଟର’।

Advertisment

ପଢ଼ନ୍ତୁ ଗତକାଲି କ’ଣ କହିଥିଲେ ନବୀନ: ବିଜେପିକୁ ଫମ୍ପା ମାଠିଆ କହି ଆକ୍ଷେପ କଲେ ନବୀନ