କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେଡି। ସିଏ କହୁଛନ୍ତି ଆମେ ଦେଉଛୁ, ଇଏ କହୁଛନ୍ତି ଆମେ ଦେଉଛୁ। କେନ୍ଦ୍ର କହୁଛି ଆମ ଟଙ୍କାରେ ରାଜ୍ୟ ଚଳୁଛି, ଆମ ଟଙ୍କାରେ ଯୋଜନା ହେଉଛି, କିନ୍ତୁ ବିଜେଡି ନାଁ ନେଉଛି। କିନ୍ତୁ ବିଜେଡି କହୁଛି, ତମେ କ'ଣ ଦୟା କରୁଛ ? ଏମିତି କେନ୍ଦ୍ର ରାଜ୍ୟ ତେରିମେରି ଭିତରେ ବିଚରା ପେଷି ହେଉଛନ୍ତି ସାଧାରଣ ଜନତା। ସେମାନଙ୍କ କହିବା କଥା, ଯିଏ ଦେଉଛ ଦିଅ ଆମର କି ଯାଏ। କିନ୍ତୁ ବରମୁଣ୍ଡା ବସଷ୍ଟାଣ୍ଡରେ ପ୍ରାଇଭେଟ୍ ବସ୍ ହେଲପର ଯେମିତି ଗଲା ଆଇଲା ଲୋକକୁ ଯାତ୍ରୀ ଭାବିକି ଟଣାଓଟରା କରନ୍ତି, ଏବେ ଓଡ଼ିଆଙ୍କ ଅବସ୍ଥା ଠିକ୍ ସେମିତି। ବିଜେଡି-ବିଜେପି-କେନ୍ଦ୍ର-ରାଜ୍ୟ ଠେଲାପେଲା ଭିତରେ ବିଚରା ଓଡ଼ିଆ ଆଚାର। ଏହାକୁ ନେଇ ଶିଳ୍ପୀ ଅଶୋକଙ୍କ ବ୍ୟଙ୍ଗଚିତ୍ର।
ରାଜ୍ୟ ହେଉ କି କେନ୍ଦର... ଜନତା ବଜାଏ କେନ୍ଦରା...
କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେଡି। ସିଏ କହୁଛନ୍ତି ଆମେ ଦେଉଛୁ, ଇଏ କହୁଛନ୍ତି ଆମେ ଦେଉଛୁ। କେନ୍ଦ୍ର କହୁଛି ଆମ ଟଙ୍କାରେ ରାଜ୍ୟ ଚଳୁଛି, ଆମ ଟଙ୍କାରେ ଯୋଜନା ହେଉଛି, କିନ୍ତୁ ବିଜେଡି ନାଁ ନେଉଛି। କିନ୍ତୁ ବିଜେଡି କହୁଛି, ତମେ କ’ଣ ଦୟା କରୁଛ ? ଏମିତି କେନ୍ଦ୍ର ରାଜ୍ୟ ତେରିମେରି ଭିତରେ ବିଚରା ପେଷି ହେଉଛନ୍ତି ସାଧାରଣ ଜନତା। ସେମାନଙ୍କ କହିବା କଥା, ଯିଏ ଦେଉଛ ଦିଅ ଆମର କି ଯାଏ। କିନ୍ତୁ ବରମୁଣ୍ଡା ବସଷ୍ଟାଣ୍ଡରେ ପ୍ରାଇଭେଟ୍ […]
ଅଦ୍ୟତନ ହୋଇଛି
Advertisment
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/09/BAKRA-DRUSTI-4.jpg)