/odisha-reporter/media/post_attachments/uploads/2017/09/BAKRA-DRUSTI-3.jpg)
ରାଜ୍ୟ ସାରା ବିଜେଡିର ହଡ଼ତାଳକୁ ନେଇ ନାନା ଚର୍ଚ୍ଚା। ସକାଳୁ ସକାଳୁ କର୍ମୀଙ୍କ ଭିତରେ ଟିକେ ପାୱାର ଥିଲା। ପାଗ ବି ଭଲ ଥିଲା। ତେଣୁ ରାସ୍ତା ଉପରେ କର୍ମୀ କରିଥିଲେ ଜୋରଦାର ପିକେଟିଂ। କେତେବେଳେ କାହାକୁ ଦୁର୍ବ୍ୟବହାର କଲେ ତାହା ଦଳ ମୁଖିଆଙ୍କୁ ଅଜଣା ଥିବ କି ନା କେଜାଣି। ହେଲେ ହଡ଼ତାଳ ଜମି ଆସୁଥିବା ବେଳେ ଆରମ୍ଭ ହୋଇଯାଇଥିଲା ବର୍ଷା। ଦୁରୁ ଦୁରୁ ବର୍ଷାରେ କର୍ମୀଙ୍କ ରାଜନୈତିକ ନିଶା ପୂରା ଓହ୍ଲେଇ ଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
