/odisha-reporter/media/post_attachments/uploads/2017/10/KAHU-KAHU-KAHIDELI-4.jpg)
KAHU KAHU KAHIDELI-4
ଏବେ ରାଜ୍ୟରେ ଚାଲିଛି ବିଜେଡି-ବିଜେପି ଛକାଛକି। ୟାର ଗାଁକୁ ଚାଲ ତ ତାର ବୁଥ୍ ଅଭିଯାନ। ଇଏ ଗୋଟେ ଯୋଜନା ଆରମ୍ଭ କଲେ ସିଏ ଆଉଗୋଟେ ସେଇଭଳିଆ ଯୋଜନା ଆରମ୍ଭ କରୁଛି। ଏବେ ବିଜେଡି ଆରମ୍ଭ କରିଛି ଜନ ସଂପର୍କ ଯାତ୍ରା। ୟାକୁ ଦେଖି ବିଜେପି ବାଲାଏ ରଡ଼ି ଛାଡ଼ିଲେଣି। ଏହାକୁ ନେଇ ଯୁବ ବ୍ୟଙ୍ଗଶିଳ୍ପୀ ସ୍ବସ୍ତିକଙ୍କ ଏଇ ବ୍ୟଙ୍ଗଲେଖା ଓ ଚିତ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
