ନିର୍ବାଚନ କମିଶନଙ୍କ ଛାଟ: ଓଡ଼ିଶାରୁ ଜବତ ହେଲାଣି ନଗଦ ୨୧ କୋଟି ଟଙ୍କା ସମେତ ୨୭୦ କୋଟିର ସାମଗ୍ରୀ

ବିଭିନ୍ନ ଏନଫୋର୍ସମେଂଟ ଏଜେନ୍ସୀ ଦ୍ୱାରା ମାର୍ଚ୍ଚ ୧ରୁ ଆଜି ସୁଦ୍ଧା ରାଜ୍ୟରେ ମୋଟ ପ୍ରାୟ ୨୭୦କୋଟି ଟଙ୍କାର ନଗଦ ଓ ସାମଗ୍ରୀ ଜବତ ହୋଇଛି।

Notes

Representational Image

Ordigital Desk
  • Published: Thursday, 30 May 2024
  • Updated: 30 May 2024, 06:33 PM IST

Sports

Latest News

ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି ଓ ଆସନ୍ତା ଶନିବାର ମତଦାନ ହେବ। ମାର୍ଚ୍ଚ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ମୋଟ ୨୭୦କୋଟି ଟଙ୍କାର ନଗଦ ଓ ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ଏନଫୋର୍ସମେଂଟ ଏଜେନ୍ସି ଜବତ କରିଛନ୍ତି । ଏଥିରେ ୨୦.୮୦କୋଟି ଟଙ୍କା ନଗଦ ରହିଛି । ନିର୍ବାଚନ ସମୟରେ ଏତେ ପରିମାଣରେ ଟଙ୍କା ଓ ବିଭିନ୍ନ ସାମଗ୍ରୀ ପରିମାଣ ଜବତ ହେବା ଓଡ଼ିଶାରେ ପ୍ରଥମ ।

ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ବିଭିନ୍ନ ଏନଫୋର୍ସମେଂଟ ଏଜେନ୍ସୀ ଦ୍ୱାରା ମାର୍ଚ୍ଚ ୧ରୁ ଆଜିସୁଦ୍ଧା ରାଜ୍ୟରେ ମୋଟ ପ୍ରାୟ ୨୭୦କୋଟି ଟଙ୍କାର ନଗଦ ଓ ସାମଗ୍ରୀ ଜବତ ହୋଇଛି । ଏଥିରେ ୨୦.୮୦କୋଟି ନଗଦ ଟଙ୍କା, ୪୦.୭୫କୋଟି ଟଙ୍କାର ମଦ, ୭୭.୯୯କୋଟି ଟଙ୍କାର ନିଶାସାମଗ୍ରୀ ଓ ମାଦକଦ୍ରବ୍ୟ, ୧୪.୭୪କୋଟି ଟଙ୍କାର ସୁନା ଆଦି ସମେତ ମୂଲ୍ୟବାନ ଧାତୁ ଓ ୧୪୧.୫୭କୋଟି ଟଙ୍କାର ମାଗଣା ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି । ଯାହାକି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସେ କହିଛନ୍ତି । ଚଳିତଥର ନିର୍ବାଚନ କମିଶନଙ୍କ କଡ଼ା ତାଗିଦ୍ ଓ ଆଭିମୁଖ୍ୟ ଯୋଗୁ ଏତେ ପରିମାଣର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ସମ୍ଭବପର ହୋଇପାରିଛି ।

Also Read

ଶ୍ରୀ ଧଳ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠୁ ‘ସି-ଭିଜିଲ୍‌’ ଆପ୍ ମାଧ୍ୟମରେ ପ୍ରାୟ ୧୫ହଜାରରୁ ଅଧିକ ଅଭିଯୋଗ ହସ୍ତଗତ ହୋଇଛି । ସେସବୁର ଯାଂଚ କରାଯାଇଛି ଓ ସେଥିରୁ ୧୧ହଜାରରୁ ଅଧିକ(ପ୍ରାୟ ୭୪%) ଅଭିଯୋଗ ସତ ଥିବା ପ୍ରମାଣ ମିଳିଛି । ତଦନୁସାରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ସେହିପରି ଚତୁର୍ଥ ତଥା ଶେଷପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିସୁଦ୍ଧା ମୋଟ ୫୬୦୦ ଅଭିଯୋଗ ‘ସି ଭିଜିଲ୍‌’ ଆପ୍ ମାଧ୍ୟମରେ ମିଳିଛି । ସମସ୍ତ ଅଭିଯୋଗର ଯାଂଚ କରାଯାଇଛି ଓ ସେଥିରୁ ପ୍ରାୟ ୮୦ ପ୍ରତିଶତ ଅଭିଯୋଗର ସତ୍ୟତା ଥିବା ଜଣାପଡ଼ିଛି ବୋଲି ଶ୍ରୀ ଧଳ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story