କେଉଁଠି ଚେୟାର ଉଡୁଛି ତ କେଉଁଠି କଳା ପତାକା | Odisha Reporter
ଦେଖନ୍ତୁ ଏହି ଚିତ୍ରକୁ। କେମିତି ୫-ଟି ସଚିବଙ୍କ କାର୍ଯ୍ୟକ୍ରମ ପରେ ସଭା ସ୍ଥଳରେ ଉଡୁଛି ଚେୟାର। ପରୀକ୍ଷା ବାତିଲ କରି ସଭାସ୍ଥଳକୁ ଅଣାଯିବାକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ତେଜିଥିଲା। ଆଉ ଏହାକୁ ନେଇ ସଭାସ୍ଥଳରେ ଚେୟାର ଫିଙ୍ଗାଫିଙ୍ଗି ହୋଇଥିଲା। ସମ୍ୱଲପୁରରେ ପୁଣି ଦେଖିବାକୁ ମିଳିଛି ୫-ଟି ସଚିବଙ୍କୁ କଡ଼ା ବିରୋଧ। ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସରିବା ପରେ ଦେଖିବାକୁ ମିଳିଛି ଏଭଳି ଚିତ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
