ବିଧାୟକ ଜ୍ୱାଇଁଙ୍କୁ କଳା ପତାକାରେ ସ୍ୱାଗତ | Odisha Reporter
ଭଦ୍ରକ ଜିଲ୍ଲା ଯୋଜନା ସମିତିର ଅଧ୍ୟକ୍ଷ ତଥା ଚାନ୍ଦବାଲିର ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ ଶ୍ବଶୁର ଘର ଗାଁରେ ଜୋରଦାର ବିରୋଧ। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଘଟପୁରକୁ ଯାଉଥିବାବେଳେ ଗାଁ ମୁଣ୍ଡରେ ସ୍ଥାନୀୟ ଲୋକେ କଳା ପତାକା ଦେଖାଇଛନ୍ତି। ଦୁଇ ଦୁଇଥର ବିଧାୟକ ହୋଇଥିବା ବ୍ୟୋମକେଶ କେବଳ ନିର୍ବାଚନ ଆସିଲେ ଭୋଟ୍ ମାଗିବାକୁ ଆଶନ୍ତି। ଆଉ ତା ପରେ ଭୁଲି ଯାଆନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
