Advertisment

ଡିସେମ୍ବର 3 ପରେ ରାଜ୍ୟ ରାଜନୀତିର ପଟ ପରିବର୍ତ୍ତନ !

ଡିସେମ୍ବର 3 ପରେ ବଦଳିଯିବ ରାଜ୍ୟ ରାଜନୀତିର ପାଣିପାଗ !

author-image
Manoj Swain

କେମତି ରହିବ ରାଜନୀତିରେ ଆଟାକ୍ । ଏବେ ପରସ୍ପରକୁ ଫୁଲ ମାଡ କଲା ଭଳି ସଫ୍ଟ ଆଟାକିଂ ରହିଛି । ହେଲେ ଡିସେମ୍ବର 3 ପରେ ବଦଳିଯିବ ରାଜ୍ୟ ରାଜନୀତିର ପାଣିପାଗ ! ଯଦି ବିଜେପି 5 ରୁ 5 ଜିତେ ତେବେ ଦଳର ମନୋବଳ ଆକାଶ ଛୁଆଁ ହୋଇଯିବ। ଆଉ ଏହାର ସିଧା ପ୍ରଭାବ ପଡିବ ରାଜ୍ୟ ରାଜନୀତି ଉପରେ । 

Advertisment
BjD Bjp Congress Odisha Politics