ଡିସେମ୍ବର 3 ପରେ ରାଜ୍ୟରାଜନୀତିର ପଟ ପରିବର୍ତ୍ତନ ! | Wait For State Politics December 3 ! |Odisha Reporter
Advertisment
କେମତି ରହିବ ରାଜନୀତିରେ ଆଟାକ୍ । ଏବେ ପରସ୍ପରକୁ ଫୁଲ ମାଡ କଲା ଭଳି ସଫ୍ଟ ଆଟାକିଂ ରହିଛି । ହେଲେ ଡିସେମ୍ବର 3 ପରେ ବଦଳିଯିବ ରାଜ୍ୟ ରାଜନୀତିର ପାଣିପାଗ ! ଯଦି ବିଜେପି 5 ରୁ 5 ଜିତେ ତେବେ ଦଳର ମନୋବଳ ଆକାଶ ଛୁଆଁ ହୋଇଯିବ। ଆଉ ଏହାର ସିଧା ପ୍ରଭାବ ପଡିବ ରାଜ୍ୟ ରାଜନୀତି ଉପରେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us