ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବିଜେପି ଆଗୁଆ ରହିଛି। ଛତିଶଗଡ଼ରେ ବିଜେପି 55ଟି ସିଟ୍ରେ ଆଗୁଆ ଥିବା ବେଳେ କଂଗ୍ରେସ 35ଟି ଆସନରେ ଆଗୁଆ ରହିଛି। ତେବେ ଏହାକୁ ନେଇ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ କଣ କହିଛନ୍ତି ଶୁଣନ୍ତୁ।