ଆଦିବାସୀମାନେ ଅବହେଳିତ ଓ ବଞ୍ଚିତ କହିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ। ସେ ଆହୁରି କହିଛନ୍ତି, ‘ଆଦିବାସୀମାନଙ୍କୁ ସେମାନଙ୍କ ମାନବିକ ଅଧିକାରରୁ ବଞ୍ଚିତ କରାନଯାଉ। ସେନେଇ ଯେଉଁ ଆଇନ ଅଛି ତାକୁ କଡ଼ାକଡ଼ି ଲାଗୁ କରାଯାଉ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡିର କଲାକର୍ମ ପାଇଁ ଓଡ଼ିଶାରେ ବଢ଼ିଛି ଦରଦାମ, ଅସ୍ତିତ୍ୱ ସଙ୍କଟ ଯୋଗୁ ଏଭଳି ପ୍ରଳାପ: ବିଜେପି
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଦଳକୁ ବଂଚାଇବା ପାଇଁ ଓ ଚର୍ଚ୍ଚାରେ ରହିବା ନିମନ୍ତେ ବିଜେଡି ଏବେ ରାସ୍ତାକୁ ଓହ୍ଲାଇଛି ।
Politics
ଓଡ଼ିଶା ଆସିବେ ୫୦ରୁ ଅଧିକ ଦେଶର ପ୍ରବାସୀ ଭାରତୀୟ, ରାଜ୍ୟବ୍ୟାପୀ ବିଜେପିର ବଡ଼ ଆୟୋଜନ
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେଉଛି ।
Politics
ବିଜେଡି ବିକ୍ଷୋଭରେ + ୨ ଛାତ୍ରୀ; ପଚାରିବାରୁ କହିଲେ- ଯିବା ପାଇଁ +୩ ମାଡାମ କହିଲେ
ରାଜ୍ୟରେ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏଥିରେ ବିଜେଡିର ବହୁ ନେତା ସାମିଲ୍ ହୋଇଥିଲେ। ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ ଦେଇଥିଲେ।
Politics
ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।
Politics
ବିଜେଡିକୁ ଝଟ୍କା; ପୌରାଧ୍ୟକ୍ଷାଙ୍କ ବିରୋଧରେ ନିଜ ଦଳ ଆଣିଲା ଅନାସ୍ଥା
ପୌରାଧ୍ୟକ୍ଷା ହୋଇଥିଲେ ବିଜେଡିର ଯାଜ୍ଞସେନି ଓରାମ। ଅଭିଯୋଗରୁ ପ୍ରକାଶ, ପୌରାଧ୍ୟକ୍ଷା ହେବା ପରେ ଯାଜ୍ଞସେନି ଓରାମ ମନମୁଖୀ କାମ କରୁଛନ୍ତି। ଉନ୍ନୟନ ମୂଳକ କାମରେ କାଉନ୍ସିଲଙ୍କୁ ସହଯୋଗ କରୁନାହାନ୍ତି।