Advertisment

‘ଆଦିବାସୀ ମାନେ ଅବହେଳିତ ଓ ବଞ୍ଚିତ’

ଆଦିବାସୀମାନେ ଅବହେଳିତ ଓ ବଞ୍ଚିତ କହିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ।

author-image
Manoj Swain

ଆଦିବାସୀମାନେ ଅବହେଳିତ ଓ ବଞ୍ଚିତ କହିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ। ସେ ଆହୁରି କହିଛନ୍ତି, ‘ଆଦିବାସୀମାନଙ୍କୁ ସେମାନଙ୍କ ମାନବିକ ଅଧିକାରରୁ ବଞ୍ଚିତ କରାନଯାଉ। ସେନେଇ ଯେଉଁ ଆଇନ ଅଛି ତାକୁ କଡ଼ାକଡ଼ି ଲାଗୁ କରାଯାଉ।

Advertisment
Odisha Biswabhusan Harichandan